ଏଭଳି ଏକ ନିଆରା କମ୍ପାନୀ ! ଯିଏ ନିଜ କର୍ମଚାରୀମାନଙ୍କୁ ଦେଇଥାଏ ବ୍ୟକ୍ତିଗତ ବିମାନ ଏବଂ ଅନେକ ସୁବିଧା ।

Advertisment
ଏଭଳି ଏକ ନିଆରା କମ୍ପାନୀ ! ଯିଏ ନିଜ କର୍ମଚାରୀମାନଙ୍କୁ ଦେଇଥାଏ ବ୍ୟକ୍ତିଗତ ବିମାନ ଏବଂ ଅନେକ ସୁବିଧା ।

image courtesy - http://hindi.news24online.com

କମ୍ପାନୀ ମାନଙ୍କରେ କାମ କରୁଥିବା କର୍ମଚାରୀ ମାନଙ୍କୁ କେତେକ ସମୟରେ ଅଫିସ କାମରେ ଦେଶ ବାହାରକୁ କିମ୍ବା ଦେଶ ଭିତରେ କୌଣସି ସ୍ଥାନକୁ ଯିବାକୁ ପଡିଥାଏ । କର୍ମଚାରୀ ମାନେ ବାହାରକୁ ଗସ୍ତ କଲାବେଳେ, ବେଳେ ବେଳେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ଯଦି ଏହିଭଳି ପରିସ୍ଥିତିରେ କର୍ମଚାରୀ ମାନଙ୍କୁ ଏକ ବ୍ୟକ୍ତିଗତ ବିମାନ ଦିଆଯାଏ ତେବେ ତାଙ୍କ ଖୁସିର ଠିକଣା ରହିବ ନାହିଁ । ଏବେ ଆପଣ ଭାବୁଥିବେ ଏହା ସମ୍ଭବ କିପରି ? ତେବେ ଆସନ୍ତୁ ଜାଣିବା..

ସବୁଠାରୁ ଲୋକପ୍ରିୟ ସହର ହାୟୁଷ୍ଟନ ସ୍ଥିତ ଲ-ଫାର୍ମ ପିଟସନ ଏବଂ ସେରିଡନରେ ସେନ ଫ୍ରାନ୍ସସିକୋ କମ୍ପାନୀ ନିଜ କର୍ମଚାରୀ ମାନଙ୍କ ଯିବା ଆସିବା ପାଇଁ ବ୍ୟକ୍ତିଗତ ବିମାନର ବ୍ୟବସ୍ଥା କରିଛି । ଏହି କମ୍ପାନୀରେ କାମ କରୁଥିବା ଓକିଲ ମାନେ କୌଣସି କାର୍ଯ୍ୟରେ ବାହାରକୁ ଯିବାକୁ ହେଲେ ସେ ତାଙ୍କ ବ୍ୟକ୍ତିଗତ ବିମାନର ବ୍ୟବହାର କରିଥାନ୍ତି । ଏହି କମ୍ପାନୀ ତାର କର୍ମଚାରୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ୩ ମିଲିୟନ ଡଲାର ବିନିମୟରେ ନିଜର ଏକ ପ୍ଲେନ କିଣିଛି । ଯାହା କମ୍ପାନୀ କର୍ଯ୍ୟରେ ଲାଗିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe