କନକ ବ୍ୟୁରୋ : ଦୁଇ ମୁଖ୍ୟ ରାଜନୈତିକ ଦଳ ଭିତରେ ଶ୍ରୀଖଣ୍ଡି ପ୍ରସଙ୍ଗକୁ ନେଇ ରାଜ୍ୟ ମାନବାଧିକାର କମିଶନକୁ ଭେଟିଛନ୍ତି କିନ୍ନର ସଙ୍ଘ । କିଭଳି ଏକ ଦଳର ଜଣେ ମହିଳା ଅନ୍ୟ ଜଣେ ରାଜନୈତିକ ଲୋକଙ୍କୁ ଶ୍ରୀଖଣ୍ଡି ବୋଲି ଇଙ୍ଗିତ ଘଟଣାକୁ ନିନ୍ଦା କରିଛି କିନ୍ନର ମହାସଙ୍ଘ । ତୃତୀୟ ଲିଙ୍ଗିଭାବେ ସମାଜରେ ରହୁଥିବା ଏହି ନିର୍ଦ୍ଧିଷ୍ଟ ଗୋଷ୍ଠିକୁ ଆକ୍ଷେପ କରି ରାଜନୀତି ନକରିବା ପାଇଁ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଶ୍ରୀଖଣ୍ଡି ପ୍ରସଙ୍ଗକୁ ନେଇ ମାନବାଧିକାର କମିସନକୁ ଭେଟିଲେ କିନ୍ନର ସଂଘ। ଅପମାନ ଜନକ ଶଦ୍ଦ ବନ୍ଦ କରିବାକୁ ନିବେଦନ
/kanak/media/post_attachments/wp-content/uploads/2017/10/4-38.jpg)