କନକ ବ୍ୟୁରୋ: ଆଶିଷ ସିଂଙ୍କ ପରେ ଏବେ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ବଦଳି । ଡିଏସ୍ କୁଟ୍ଟେଙ୍କୁ ଗୃହ ବିଭାଗ ଓଏସଡି ଭାବେ ମିଳିଲା ନୂଆ ଦାୟିତ୍ୱ । କୁଟ୍ଟେଙ୍କୁ ରାଜ୍ୟ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ନିଲମ୍ବନ ହଟିବା ପରେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ୨୦୨୪ ସାଧାରଣ ନିର୍ବାଚନ ବେଳେ ଡିଏସ୍ କୁଟ୍ଟେଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ନିର୍ବାଚନ କମିଶନ । ନିର୍ବାଚନ ଗତିବିଧିରେ ସେ ସକ୍ରିୟ ଥିବା ନେଇ ଅଭିଯୋଗ ହେଲା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା । /kanak/media/post_attachments/wp-content/uploads/2024/07/Capture-37.jpg)
ଡିଏସ୍ କୁଟ୍ଟେ ହେଲେ ଓଏସଡି । ନିଲମ୍ବନ ହଟିବା ପରେ ଦାୟିତ୍ୱ ଦେଲେ ରାଜ୍ୟ ସରକାର ।
Advertisment
Follow Us