କନକ ବ୍ୟୁରୋ: ୱେଲମାର୍କରେ ପରିଣତ ହୋଇଛି ଲଘୁଚାପ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ । ଅଧିକ ଘନିଭୂତ ହେଲେ ବାତ୍ୟାର ରୂପ ନେବ । ବାତ୍ୟା ନେଇ ଆଇଏମଡି ପକ୍ଷରୁ ପୂର୍ବାନୁମାନ । ୨୬ରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଦକ୍ଷିଣ ଓଡିଶା-ଉତ୍ତର ଆନ୍ଧ୍ରପ୍ରଦେଶ କୋଷ୍ଟ ଦେଇ ଗତି କରିବ ।
ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶ।।ରେ ବର୍ଷା ଓ ପବନ ହୋଇପାରେ । ପବନର ବେଗ ୬୫ରୁ ଶହେ କିଲୋମିଟର ପର୍ଯ୍ୟନ୍ତ ହେବା ଆଶଙ୍କା ରହିଛି । ତେବେ ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ଆହୁରି ସ୍ପଷ୍ଟିକରଣ ଦେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/in-bob_0.jpg)