ଏଥର ପରିବର୍ତନ ନିଶ୍ଚିତ । ଓଡିଶାରେ ହେବ ଡବଲ ଇଞ୍ଜିନ୍ ସରକାର : ଜେପି ନଡ୍ଡା

Advertisment
ଏଥର ପରିବର୍ତନ ନିଶ୍ଚିତ । ଓଡିଶାରେ ହେବ ଡବଲ ଇଞ୍ଜିନ୍ ସରକାର : ଜେପି ନଡ୍ଡା

କନକ ବ୍ୟୁରୋ : ରାଜଧାନୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରୋଡ୍ ସୋ’ । ପୁରୁଣା ଭୁବନେଶ୍ୱରରେ ରୋଡ ସୋ କରି ଭୋଟରଙ୍କ ପାଖରେ ପହଁଚିଛନ୍ତି ନଡ୍ଡା । ବାରିକସାହିରୁ ରୋଡ ସୋ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ଯାଏଁ ଅନୁଷ୍ଠିତ ହୋଇଛି । ଦଳୀୟ କର୍ମୀଙ୍କ ସହ ବିଶାଳ ରୋଡ୍ ସୋ ଶକ୍ତି ପ୍ରଦର୍ଶନ କରିଛନ୍ତି ଜେପି ନଡ୍ଡା ।

କନକ ନ୍ୟୁଜ୍କୁ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାରରେ କହିଲେ ଏଥର ଓଡିଶାରେ ନିଶ୍ଚିତ ସରକାର ଗଢିବ ବିଜେପି । ସରକାର ନିଶ୍ଚିତ ବଦଳିବ । ଲୋକସଭାରେ ଏକତରଫା ଓ ବିଧାନସଭାରେ ପୂର୍ଣ୍ଣ ବହୁମତ ହାସଲ କରିବ ଭାରତୀୟ ଜନତା ପାର୍ଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe