କନକ ବ୍ୟୁରୋ: ଜାତୀୟ ଶିକ୍ଷା ନୀତିରେ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଗୋଟିଏ ପ୍ଲାଟଫର୍ମକୁ ଆସିବେ ୬୨ଟି ବୋର୍ଡ । ସିବିଏସଇ ଓ ଆଇସିଏସି ଭଳି ବୋର୍ଡ ଏଥିରେ ସାମିଲ ରହିବେ । ସମସ୍ତ ରାଜ୍ୟର ବୋର୍ଡ ମଧ୍ୟ ଏହି ପ୍ଲାଟଫର୍ମରେ ଆସିବ । ଏଥିପାଇଁ ରାଜ୍ୟ ବୋର୍ଡଠୁ ପରାମର୍ଶ ଲୋଡାଯିବ । ସ୍କୁଲ ସ୍ତରରୁ ପିଲାଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯିବ । ଶିକ୍ଷା ମନ୍ତ୍ରାଳୟ ସଚିବ ଏନେଇ ସୂଚନା ଦେଇଛନ୍ତି ।
ଗୋଟିଏ ପ୍ଲାଟଫର୍ମକୁ ଆସିବ ୬୨ଟି ବୋର୍ଡ। ଜାତୀୟ ଶିକ୍ଷା ନୀତିରେ ବଡ ପଦକ୍ଷେପ।
/kanak/media/post_attachments/wp-content/uploads/2023/04/3-50.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)