କନକ ବ୍ୟୁରୋ: ଭ୍ୟାକ୍ସିନକୁ ନେଇ ବଡ ବୟାନ ରଖିଛନ୍ତି ବରିଷ୍ଠ ଡାକ୍ତର ବିକେ ପଲ । ଡାକ୍ତର କହିଛନ୍ତି ଯେ ଦ୍ୱିତୀୟ ଡୋଜ ବେଳେ ଯଦି ଆପଣଙ୍କୁ ଅଲଗା ଟିକା ଦେଇଦିଆଯାଇଛି ତେବେ ଏଥିରେ କୌଣସି ଅସୁବିଧା ନାହିଁ । ଏଥିରେ ଲୋକମାନଙ୍କୁ ଚିନ୍ତା କରିବାରେ କୌଣସି ଆବଶ୍ୟକତା ନାହିଁ ।
Our protocol is clear that both doses given should be of the same vaccine. This matter should be investigated. Even if this has happened it should not be a cause of concern: Dr VK Paul, Niti Aayog on the incident of wrong second COVID19 vaccine dose given in UP pic.twitter.com/48N4afWpTE
— ANI (@ANI) May 27, 2021
ଡାକ୍ତର କହିଥିଲେ ଯେ ଆମ ପ୍ରୋଟକଲରେ ରହିଛି ବ୍ୟକ୍ତି ପ୍ରଥମ ପର୍ଯ୍ୟାୟରେ ଯେଉଁ ଟିକା ନେଇଥିବ ଦ୍ୱିତୀୟ ପର୍ଯ୍ୟାୟରେ ବି ସେଇ ଟିକା ନେବ । ହେଲେ ଯଦି କୌଣସି କାରଣରୁ ଅଲଗା ଟିକା ଲାଗିଯାଇଛି ତେବେ କୌଣସି ଅସୁବିଧା ନାହିଁ । ଟିକାକୁ ନେଇ ପୂର୍ବରୁ ଏଭଳି ଅନେକ ଅଭିଯୋଗ ଆସିବା ପରେ ଏନେଇ ଡାକ୍ତର ପ୍ରତିକ୍ରିୟା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/frontline-worker-gets-vaccination-new-york-l.jpg)