ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ୨୮ଟି ହାତୀପଲ : ଲୋକେ ଆତଙ୍କିତ, ହାତୀ ଘଉଡାଇବାକୁ ଉଦ୍ୟମ

Advertisment
ନୀଳଗିରିରେ ହାତୀ ଆତଙ୍କ । ୫ଟି ଦନ୍ତା ଓ ୭ଟି ଛୁଆ ହାତୀ ସମେତ ୪୨ଟି ହାତୀକୁ ଦେଖି ଚାଷୀକୂଳ ଆତଙ୍କିତ

କନକ ବ୍ୟୁରୋ : ଜଙ୍ଗଲ ବ୍ୟାପକ ଭାବେ ନଷ୍ଟ ହେଉଥିବା ବେଳେ ଜଙ୍ଗଲୀ ଜୀବ ଏବେ ସହର ମୁହାଁ । ଆବଶ୍ୟକୀୟ ଖାଦ୍ୟ ନପାଇ ସେମାନେ ଜନବସତି ଆଡକୁ ମାଡି ଆସୁଛନ୍ତି । ଦୁଇ ଦିନ ତଳେ ଖୋର୍ଦ୍ଧା ସହର ଭିତରକୁ ହାତୀ ପଶି ଆସିଥିବା ବେଳେ ଜଟଣୀ ସହରରୁ କ୍ଷତାକ୍ତ ହରିଣ ଉଦ୍ଧାର ହୋଇଥିଲା ।

ଏବେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଗୋଡା ଓ କାଇପଦର ଅଂଚଳକୁ ଆସିଛନ୍ତି ୨୮ଟି ହାତୀଙ୍କ ପଲ । ଫଳରେ ସ୍ଥାନୀୟ ଅଂଚଳରେ ଲୋକ ଆତଙ୍କିତ ହୋଇ ପଡିଛନ୍ତି । ହାତୀ ପଲ ଚାଷ ନଷ୍ଟ କରୁଥିବାରୁ ସେମାନଙ୍କୁ ଘଉଡାଇବାକୁ ଲୋକେ ଉଦ୍ୟମ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe