କନକ ବ୍ୟୁରୋ: ଖଲ୍ଲିକୋଟ ଥାନା ମଥୁରା ଗାଁରେ ବଡ଼ ଧରରଣ ଚୋରୀ। ବନ୍ଦ ଘରୁ କବାଟ ତାଡ଼ି ୧୫ ଭରି ସୁନା ଓ ଏକ ଲକ୍ଷ ନଗଦ ଟଙ୍କା ନେଇଯାଇଛନ୍ତି ଲୁଟେରା। ଆକାଶ ତରାଇଙ୍କ ଘରୁ ଚୋରୀ ହୋଇଛି। ଆକାଶ ଙ୍କ ପରିବାର ଘରେ ତାଲା ପକାଇ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଚୋରୀ ହୋଇଛି। ଆକାଶ ଙ୍କ ଘରେ ଚୋରୀ କରିବା ସହ ଅନ୍ୟ ଜଣକ ଘରେ ମଧ୍ୟ ଚୋରୀ କରିବାକୁ ଉଦ୍ୟମ କରିଛନ୍ତି ଲୁଟେରା। ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଘରେ କଳାକନା ବୁଲାଇଲେ , କବାଟ ତାଡି ୧୫ ଭରି ସୁନା, ନଗଦ ଟଙ୍କା ଲୁଟିନେଲେ
/kanak/media/post_attachments/wp-content/uploads/2024/08/36-3.jpg)