କନକ ବ୍ୟୁରୋ: ପ୍ରଶାସନକୁ ନାକେଦମ କରିଦେଲା ଯୋଡାର ଜଣେ ଯୁବକ । ହନୁମାନ ହଟିଂ ଠାରେ ଥିବା ମୋବାଇଲ ଟାୱାରରେ ଚଢିଯାଇଛି ଜଣେ ଯୁବକ । ଏପରିକି ଜିଲ୍ଲାପାଳ ନଆସିବା ଯାଏଁ ଟାୱାରରୁ ଓହ୍ଲାଇବ ନାହିଁ ବୋଲି ନିଜ ଜିଦରେ ଅଟଳ ରହିଛି ଯୁବକ । ଜିଲ୍ଲାପାଳ ଆସିଲେ ନିଜର ଅଭିଯୋଗ ଜଣାଇବ ବୋଲି କହିଛି । ତେବେ ଯୁବକଙ୍କୁ ତଳକୁ ଆଣିବା ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀ ନାକେଦମ ହୋଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us