କନକ ବ୍ୟୁରୋ: ପ୍ରଶାସନକୁ ନାକେଦମ କରିଦେଲା ଯୋଡାର ଜଣେ ଯୁବକ । ହନୁମାନ ହଟିଂ ଠାରେ ଥିବା ମୋବାଇଲ ଟାୱାରରେ ଚଢିଯାଇଛି ଜଣେ ଯୁବକ । ଏପରିକି ଜିଲ୍ଲାପାଳ ନଆସିବା ଯାଏଁ ଟାୱାରରୁ ଓହ୍ଲାଇବ ନାହିଁ ବୋଲି ନିଜ ଜିଦରେ ଅଟଳ ରହିଛି ଯୁବକ । ଜିଲ୍ଲାପାଳ ଆସିଲେ ନିଜର ଅଭିଯୋଗ ଜଣାଇବ ବୋଲି କହିଛି । ତେବେ ଯୁବକଙ୍କୁ ତଳକୁ ଆଣିବା ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀ ନାକେଦମ ହୋଇଛନ୍ତି ।
ପ୍ରଶାସନକୁ ନାକେଦମ କରିଦେଲା ଯୋଡାର ଯୁବକ। ହନୁମାନ ହଟିଂ ଠାରେ ଥିବା ମୋବାଇଲ ଟାୱାରରେ ଚଢି କଲା ହନ୍ତସନ୍ତ।
/kanak/media/post_attachments/wp-content/uploads/2022/12/28.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)