"କନକ ବ୍ୟୁରୋ : ମହାନଦୀକୁ ଡେଇଁପଡିଲେ ଯୁବତୀ । ବାଙ୍କୀ ଜାତମୁଣ୍ଡିଆ ବ୍ରିଜ ତଳକୁ ଡେଇଁଥିବା ଯୁବତୀଙ୍କୁ ଅଗ୍ନିଶମ ବାହାନୀ ଉଦ୍ଧାର କରିଛି । ସୁବର୍ଣ୍ଣପୁର ନିକଟରୁ ଅଗ୍ନିଶମବାହାନୀ ଉଦ୍ଧାର କରିଛି । ଉଦ୍ଧାର ପରେ ବାଙ୍କୀ ମେଡିକାଲରେ ଯୁବତୀଙ୍କୁ ଭର୍ତି କରାଯାଇଛି । ସେପଟେ କେଉଁ କାରଣ ପାଇଁ ଯୁବତୀ ଜଣକ ମହାନଦୀ ଡେଇଁଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି । "