ମହାନଦୀକୁ ଡେଇଁପଡିଲେ ଯୁବତୀ : ବାଙ୍କୀ ଜାତମୁଣ୍ଡିଆ ବ୍ରିଜ ତଳକୁ ଡେଇଁଥିବା ଯୁବତୀଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ; ବାଙ୍କୀ ମେଡିକାଲରେ ଭର୍ତ୍ତି, ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ
/kanak/media/post_attachments/wp-content/uploads/2020/09/14-3.jpg)
କନକ ବ୍ୟୁରୋ : ମହାନଦୀକୁ ଡେଇଁପଡିଲେ ଯୁବତୀ । ବାଙ୍କୀ ଜାତମୁଣ୍ଡିଆ ବ୍ରିଜ ତଳକୁ ଡେଇଁଥିବା ଯୁବତୀଙ୍କୁ ଅଗ୍ନିଶମ ବାହାନୀ ଉଦ୍ଧାର କରିଛି । ସୁବର୍ଣ୍ଣପୁର ନିକଟରୁ ଅଗ୍ନିଶମବାହାନୀ ଉଦ୍ଧାର କରିଛି ।
ଉଦ୍ଧାର ପରେ ବାଙ୍କୀ ମେଡିକାଲରେ ଯୁବତୀଙ୍କୁ ଭର୍ତି କରାଯାଇଛି । ସେପଟେ କେଉଁ କାରଣ ପାଇଁ ଯୁବତୀ ଜଣକ ମହାନଦୀ ଡେଇଁଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି ।