ପୁରୀ ବ୍ଲୁଫ୍ଲାଗ୍ ବିଚରେ ଅଘଟଣ । ସମୁଦ୍ରରେ ଗାଧେଇବା ବେଳେ ନିଖୋଜ ହୋଇଗଲେ ଯୁବକ । ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବିଭାଗ

Advertisment
ପୁରୀ ବ୍ଲୁଫ୍ଲାଗ୍ ବିଚରେ ଅଘଟଣ । ସମୁଦ୍ରରେ ଗାଧେଇବା ବେଳେ ନିଖୋଜ ହୋଇଗଲେ ଯୁବକ । ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବିଭାଗ

କନକ ବ୍ୟୁରୋ : ପୁରୀ ବ୍ଲୁଫ୍ଲାଗ୍ ବିଚରେ ଅଘଟଣ । ସମୁଦ୍ରରେ ଗାଧେଇବା ବେଳେ ନିଖୋଜ ହୋଇଗଲେ ଯୁବକ । ନିଖୋଜ ଯୁବକ ଜଣକ ହେଉଛନ୍ତି ଝାଡଖଣ୍ଡର ୧୭ ବର୍ଷିୟ ତାନିସ୍କ ବିନୟ ରାୟ । ଘଟଣା ସ୍ଥାଳରେ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ବର୍ତ୍ତମାନ ଅଗ୍ନିଶମ ବିଭାଗ ପ କ୍ଷରୁ ଖୋଜା ଖୋଜି ଜାରି ରହିଛି ।

ତାନିସ୍କ ପରିବାର ସହ ପୁରୀ ବୁଲିବାକୁ ଆସିଥିବା ବଳେ ସମୁଦ୍ରକୂଳରେ ଗାଧୋଉଥିଲେ । ଗାଧେଇବା ବେଳେ ସେ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସମୁଦ୍ରକୂଳ ପୋଲିସ ପହଞ୍ଚି ଖୋଜାଖୋଜି କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe