କନକ ବ୍ୟୁରୋ : ପୁରୀ ବ୍ଲୁଫ୍ଲାଗ୍ ବିଚରେ ଅଘଟଣ । ସମୁଦ୍ରରେ ଗାଧେଇବା ବେଳେ ନିଖୋଜ ହୋଇଗଲେ ଯୁବକ । ନିଖୋଜ ଯୁବକ ଜଣକ ହେଉଛନ୍ତି ଝାଡଖଣ୍ଡର ୧୭ ବର୍ଷିୟ ତାନିସ୍କ ବିନୟ ରାୟ । ଘଟଣା ସ୍ଥାଳରେ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ବର୍ତ୍ତମାନ ଅଗ୍ନିଶମ ବିଭାଗ ପ କ୍ଷରୁ ଖୋଜା ଖୋଜି ଜାରି ରହିଛି ।
ତାନିସ୍କ ପରିବାର ସହ ପୁରୀ ବୁଲିବାକୁ ଆସିଥିବା ବଳେ ସମୁଦ୍ରକୂଳରେ ଗାଧୋଉଥିଲେ । ଗାଧେଇବା ବେଳେ ସେ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସମୁଦ୍ରକୂଳ ପୋଲିସ ପହଞ୍ଚି ଖୋଜାଖୋଜି କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/925907089s.jpg)