ମାଲକାନଗିରିରେ ପୋଲିସର ଦାଦାଗିରି। ବିଚ୍ ରାସ୍ତାରେ ଯୁବକଙ୍କୁ ମାରିଲେ ଚାପୁଡା।

ମାଲକାନଗିରିରେ ପୋଲିସର ଦାଦାଗିରି। ବିଚ୍ ରାସ୍ତାରେ ଯୁବକଙ୍କୁ ମାରିଲେ ଚାପୁଡା।

କନକ ବ୍ୟୁରୋ: ପୋଲିସ କର୍ମଚାରୀଙ୍କ ଦାଦଗିରି । ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ । ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଗୋପବନ୍ଧୁ ଛକ ନିକଟରେ ପୋଲିସ କର୍ମଚାରୀଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଜଣେ ବାଇକ୍ ଚାଳକଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଲେ କନେଷ୍ଟବଳ । ଯାହାର ଭିଡିଓ ସୋସିଆଲ ମିଡିିଆରେ ଭାଇରାଲ ହେଉଛି । କେଉଁ କାରଣରୁ ପୋଲିସ କର୍ମଚାରୀ ଜଣଙ୍କ ଏଭଳି କରିଛନ୍ତା ତାହା ଜଣାପଡିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe