କନକ ବ୍ୟୁରୋ: ପୋଲିସ କର୍ମଚାରୀଙ୍କ ଦାଦଗିରି । ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ । ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଗୋପବନ୍ଧୁ ଛକ ନିକଟରେ ପୋଲିସ କର୍ମଚାରୀଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଜଣେ ବାଇକ୍ ଚାଳକଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଲେ କନେଷ୍ଟବଳ । ଯାହାର ଭିଡିଓ ସୋସିଆଲ ମିଡିିଆରେ ଭାଇରାଲ ହେଉଛି । କେଉଁ କାରଣରୁ ପୋଲିସ କର୍ମଚାରୀ ଜଣଙ୍କ ଏଭଳି କରିଛନ୍ତା ତାହା ଜଣାପଡିନାହିଁ ।

Advertisment