କନକ ବ୍ୟୁରୋ: ବ୍ରହ୍ମପୁରରେ କୋର୍ଟ ଭିତରେ ଜଜଙ୍କୁ ଛୁରୀ ଦେଖାଇଲେ ଯୁବକ । କୋର୍ଟ ଭିତରେ ମାଜିଷ୍ଟ୍ରେଟଙ୍କୁ ଜଣେ ଯୁବକ ଛୁରା ଦେଖାଇଛନ୍ତି । କେଉଁ କାରଣରୁ ଛୁରା ଦେଖାଇଲେ ତାହା ସ୍ପଷ୍ଟ ହୋଇନାହିଁ । ଅଭିଯୁକ୍ତ ଯୁବକକୁ ଓକିଲ ଓ ସେଠାରେ ଉପସ୍ଥିତ ଥିବା ଲୋକ କାବୁକରିଛନ୍ତି । ଯୁବକ ଭଗବାନ ସାହୁକୁ ପୋଲିସ ଗିରଫ କରିଛି ।
କୋର୍ଟ ଭିତରେ ଜଜଙ୍କୁ ଛୁରା ଦେଖାଇଲେ ଯୁବକ। ପଢନ୍ତୁ ପୂରା ଘଟଣା...
/kanak/media/post_attachments/wp-content/uploads/2022/11/berhampur-SDJM-court.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)