କନକ ବ୍ୟୁରୋ : ଛାତରୁ ଖସିପଡିଲେ ଯୁବକ । ଭୁବନେଶ୍ୱର ରସୁଲଗଡ ଅଂଚଳରେ ଛାତରୁ ଜଣେ ଯୁବକ ଖସିପଡୁଥିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଯୁବକ ଜଣକ ପୁରୀ ଜିଲ୍ଲା କାକଟପୁର ବ୍ଲକ ବେଲାରୀଝାଟିଆ ଗାଁର ନବଘନ ବାରିକ ବୋଲି ଜଣାପଡିଛି । ସେ ଜଣେ ଘରୋଇ କଂଟ୍ରାକ୍ଟରଙ୍କ ପାଖରେ କାମ କରୁଥିଲେ ।/kanak/media/post_attachments/wp-content/uploads/2020/09/vlcsnap-2020-09-03-13h44m38s107-300x165.png)
ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ଯୁବକ ଜଣ ଛାତରୁ ଖସଶ ରାସ୍ତା ଉପରେ ପଡୁଥିବା ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/24-3.jpg)