ଯୁବ ଇଂଜିନିୟର ତିଆରି କଲେ ଆଧୁନିକ ହେଲମେଟ୍ : ଯବାନଙ୍କ ଜୀବନ ରକ୍ଷା କରିବ ହେଲମେଟ୍

Advertisment
ଯୁବ ଇଂଜିନିୟର ତିଆରି କଲେ ଆଧୁନିକ ହେଲମେଟ୍ : ଯବାନଙ୍କ ଜୀବନ ରକ୍ଷା କରିବ ହେଲମେଟ୍

କନକ ବ୍ୟୁରୋ : ସେନାଙ୍କ ପାଇଁ ଅଧୁନିକ ହେଲମେଟ । ଯୁଦ୍ଧରେ କରିବ ସେନାକୁ ସହଯୋଗ । ଏଭଳି ଏକ ହେଲମେଟ ତିଆରି କରିଛନ୍ତି ଜୟପୁର ସହରର ଯୁବ ଇଜିଂନିୟର ଶିଶିର ମଲ୍ଲିକ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ମାତ୍ର ୨ ହଜାର ଟଙ୍କା ଖର୍ଚ୍ଚ କରି ତିଆରି କରିଛନ୍ତି ସ୍ୱତନ୍ତ୍ର ହେଲମେଟ୍ । ଏଥିରେ ସେ ଅତ୍ୟାଧୁନିକ ଅଟୋ ସେନସର, ଜପିଆରଏସ, ବ୍ଳୁଟୁଥ୍, କ୍ୟାମେରା, ଲାଇଟ୍କୁ ସଂଯୋଗ କରି ସ୍ୱତନ୍ତ୍ର ରୋବଟିକ ହେଲମେଟ ପ୍ରସ୍ତୁତ କରିଛନ୍ତି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe