କନକ ବ୍ୟୁରୋ: ଭଗବାନ ଶୁଣିଲେ କୋଟି କୋଟି ଲୋକଙ୍କ ଡାକ । ୧୭ ଦିନ ପରେ ବାହାର ଦୁନିଆ ଦେଖିଲେ ଟନେଲରେ ଫସିଥିବା ଶ୍ରମିକ । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ୧୭ ଦିନ ହେବ କସରତ କରୁଥିଲେ ଉଦ୍ଧାରକାରୀ ଦଳ । ବାରମ୍ବାର ବିଫଳ ହୋଇ ବି ଆଶା ଛାଡିନଥିଲେ ଉଦ୍ଧାରକାରୀ ଦଳ । ଶେଷରେ ଆଜି ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ତେବେ ଆଜି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି ।
ଭଗବାନ ଶୁଣିଲେ ଡାକ: ୧୭ ଦିନପରେ ଉଦ୍ଧାର ହେଲେ ଟନେଲରେ ଫସିଥିବା ଶ୍ରମିକ
/kanak/media/post_attachments/wp-content/uploads/2023/11/21-26.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)