କନକ ବ୍ୟୁରୋ : ଜୟପୁରସହରରଲାଇଫଲାଇନଜଗନ୍ନାଥସାଗରରପୁନରୁଦ୍ଧାରକାମଚାଲିଛି।ହେଲେ୩୦ଭାଗକାମସରିନଥିଲେବିସାଗରଦେଇଯାଇଥିବାରାସ୍ତାସମ୍ପୁର୍ଣ୍ଣରୁପେଦବିଗଲାଣି। ବିପଦସଙ୍କୁଳଅବସ୍ଥାଦେଖିଜୟପୁରପୌରପାଳିକା ବୋର୍ଡ଼ଲଗାଇବାସହ୨୪ଘଂଟିଆରାସ୍ତାକୁଜଗିବାପାଇଁସୁରକ୍ଷାଗାର୍ଡ଼ଯୋଗାଇଛନ୍ତି।ଏନେଇକୋଟିକୋଟିଟଙ୍କାଖର୍ଚ୍ଚହୋଇଛିହେଲେକାମଆଖିଦୃଶିଆକରାଯାଉନି।। ବର୍ଷାଆଗରୁକାମସରିବବୋଲିକୁହାଯାଥିଲେବିକାମସରିବାତଦୁରରକଥାଏଯାଏଁ ୩୦ଭାଗକାମବିସରିନି।ରାସ୍ତାଦବିଯାଇଥିବାବେଳେସ୍ଥାନୀୟଲୋକଙ୍କମଧ୍ୟରେଅସନ୍ତୋଷ .ଦେଖିବାକୁମିଳିଛି।
ଜଗନ୍ନାଥସାଗରଜୟପୁରସହରରଲାଇଫଲାଇନ।ଏହାରପୁନରୁଦ୍ଧାରପାଇଁ୧୪କୋଟିଟଙ୍କାସରକାରଙ୍କତରଫରୁଆସିଛି। ବର୍ତମାନପର୍ଯ୍ୟନ୍ତ୪କୋଟିଖର୍ଚ୍ଚହୋଇଛି।ଆହୁରି୧୦କୋଟିଟଙ୍କାରହିଛି।ଲଗାତରବର୍ଷାଜିଲ୍ଳାରେଜାରିରହିଥିବାରୁଏହିରାସ୍ତାଦବିଗଲା।ତଥାପିକାମଜାରିରହିବ। ଆସନ୍ତାବର୍ଷବର୍ଷାଆଗରୁଏହାକୁସାରିବାକୁଚେଷ୍ଟାକରିବାକୁମିଳିଛିପ୍ରତିଶ୍ରୁତି। ଜଗନ୍ନାଥସାଗରରପୁନରୁଦ୍ଧାରପାଇଁଅନେକବାରପ୍ଳାନତିଆରିହୋଇଛି।ଏହାରଖୁବଶୀଘ୍ରକାମସରିଲେପୁଣିଥରେସାଗରରସୗନ୍ଦର୍ଯ୍ୟଫେରିଆସିବ।ଯାହାକୁସମସ୍ତଙ୍କଅପେକ୍ଷାରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/41-1.jpg)