କେନ୍ଦ୍ରାପଡ଼ା ମହାକାଳପଡ଼ାରେ ରାସ୍ତା କଡ଼ରୁ ମିଳିଲା ମହିଳାଙ୍କ ମୃତଦେହ । ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ୪ବର୍ଷର ଶିଶୁ । 

Advertisment
କେନ୍ଦ୍ରାପଡ଼ା ମହାକାଳପଡ଼ାରେ ରାସ୍ତା କଡ଼ରୁ ମିଳିଲା ମହିଳାଙ୍କ ମୃତଦେହ । ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ୪ବର୍ଷର ଶିଶୁ । 

କନକ ବ୍ୟୁରୋ: ରାସ୍ତା କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର  । ମୃତଦେହ ନିକଟରୁ  ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ୪ବର୍ଷର ଶିଶୁ । କେନ୍ଦ୍ରାପଡ଼ା ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତାରେ ପଡ଼ି ରହିଥିଲା ମହିଳାଙ୍କ ମୃତଦେହ । ଏହି ଘଟଣା ସ୍ଥାନୀୟ ଲୋକ ଦେଖିବା ପରେ ଶିଶୁକୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ ଗାଁ ଲୋକ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe