କନକ ବ୍ୟୁରୋ: ରାସ୍ତା କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର  । ମୃତଦେହ ନିକଟରୁ  ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ୪ବର୍ଷର ଶିଶୁ । କେନ୍ଦ୍ରାପଡ଼ା ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତାରେ ପଡ଼ି ରହିଥିଲା ମହିଳାଙ୍କ ମୃତଦେହ । ଏହି ଘଟଣା ସ୍ଥାନୀୟ ଲୋକ ଦେଖିବା ପରେ ଶିଶୁକୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ ଗାଁ ଲୋକ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

Advertisment