ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଗ୍ରାହକଙ୍କ ପର୍ସ ଚୋରୀ କରି ମହିଳା ଫେରାର : ସିସିଟିଭି ଫୁଟେଜରେ ଚୋରି କଲାବେଳର ଦୃଶ୍ୟ; ଗୋଟିଏ ଦିନରେ ୧୦ରୁ ଅଧିକ ଦୋକାନରେ ଚୋରି

Advertisment
ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଗ୍ରାହକଙ୍କ ପର୍ସ ଚୋରୀ କରି ମହିଳା ଫେରାର : ସିସିଟିଭି ଫୁଟେଜରେ ଚୋରି କଲାବେଳର ଦୃଶ୍ୟ; ଗୋଟିଏ ଦିନରେ ୧୦ରୁ ଅଧିକ ଦୋକାନରେ ଚୋରି

କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମହିଳା ଚୋର ।  ମହିଳା ଜଣକ ଗ୍ରାହକଙ୍କ ପର୍ସ ଚୋରୀ କରିବା ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ରବିବାର ଦିନ ଗ୍ରାହକଙ୍କ ପର୍ସ ଚୋରି କରି ମହିଳା ଚୋର ଜଣକ ଫେରାର ହୋଇଯାଇଥିଲେ । ଗୋଟିଏ ଦିନରୁ ୧୦ରୁ ଅଧିକ ଦୋକାନରେ ମହିଳା ଜଣକ ଚୋରି କରିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe