ରାଜ୍ୟରେ ଶୀତ ରୁତୁର ପ୍ରବେଶ । ଚା’ ଦୋକାନରେ ଲୋକଙ୍କ ଭିଡ

214

କନକ ବ୍ୟୁରୋ : ରାଜ୍ୟରେ ଶୀତ ରୁତୁ ପ୍ରବେଶ କରିଛି । କୋରାପୁଟରେ ପହିଲି ଶୀତ ଅନୁଭୂତ ହୋଇଛି । ଜିଲ୍ଲାର ଲମତାପୁଟ, ଦସମନ୍ତପୁର, କୋରାପୁଟ, ନନ୍ଦପୁର ଅଂଚଳରେ ପ୍ରଥମ ଶୀତ ଅଳ୍ପ ଅଳ୍ପ ଅନୁଭୂତ ହୋଇଛି । ଚା’ ଦୋକାନରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ର ୧୩ ଦଶମିକ ୬ ଡିଗ୍ରୀକୁ ହ୍ରାସ ପାଇଥିବା ଦର୍ଶାଯାଇଛି ।