ବିହାର ରାଜନୀତି ଉପରେ ସାରା ଦେଶର ନଜର ।  ଖୁବଶୀଘ୍ର ବିଜେପି ସହ ସରକାର ଗଢ଼ିପାରେ ଜେଡିୟୁ ।

Advertisment
ବିହାର ରାଜନୀତି ଉପରେ ସାରା ଦେଶର ନଜର ।  ଖୁବଶୀଘ୍ର ବିଜେପି ସହ ସରକାର ଗଢ଼ିପାରେ ଜେଡିୟୁ ।

କନକ ବ୍ୟୁରୋ: ସରଗରମ ବିହାର ରାଜନୀତି । ବିହାରରେ କିଛିଦିନ ହେବ ଚାଲିଥିବା ରାଜନୈତିକ ହଟଚମଟ ଏବେ ଶୀର୍ଷରେ ପହଁଚିଛି । ପୁଣିଥରେ ମହାଗଠବନ୍ଧନରୁ ଓହରି ବିଜେପି ସହ ମିଶି ବିହାରରେ ନୂଆ ସରକାର ଗଢିପାରନ୍ତି ନୀତୀଶ । ଆରଜେଡି, କଂଗ୍ରେସର ହାତଛାଡି ବିଜେପି ସହ ମିଶି କ୍ଷମତାରେ ବସିପାରନ୍ତି ନୀତୀଶ । ଏନଡିଏ ମେଂଟକୁ ଜେଡିୟୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି । କେବଳ ଔପଚାରିକ ଘୋଷଣା ବାକି ରହିଛି । ଏହାରି ଭିତରେ ବିଜେପି, ଜେଡିୟୁ ଓ ଆରଜେଡି ପକ୍ଷରୁ ଆଜି ବିଧାୟକ ମାନଙ୍କ ବୈଠକ ଡକାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe