କନକ ବ୍ୟୁରୋ: ସରଗରମ ବିହାର ରାଜନୀତି । ବିହାରରେ କିଛିଦିନ ହେବ ଚାଲିଥିବା ରାଜନୈତିକ ହଟଚମଟ ଏବେ ଶୀର୍ଷରେ ପହଁଚିଛି । ପୁଣିଥରେ ମହାଗଠବନ୍ଧନରୁ ଓହରି ବିଜେପି ସହ ମିଶି ବିହାରରେ ନୂଆ ସରକାର ଗଢିପାରନ୍ତି ନୀତୀଶ । ଆରଜେଡି, କଂଗ୍ରେସର ହାତଛାଡି ବିଜେପି ସହ ମିଶି କ୍ଷମତାରେ ବସିପାରନ୍ତି ନୀତୀଶ । ଏନଡିଏ ମେଂଟକୁ ଜେଡିୟୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି । କେବଳ ଔପଚାରିକ ଘୋଷଣା ବାକି ରହିଛି । ଏହାରି ଭିତରେ ବିଜେପି, ଜେଡିୟୁ ଓ ଆରଜେଡି ପକ୍ଷରୁ ଆଜି ବିଧାୟକ ମାନଙ୍କ ବୈଠକ ଡକାଯାଇଛି ।
ବିହାର ରାଜନୀତି ଉପରେ ସାରା ଦେଶର ନଜର । ଖୁବଶୀଘ୍ର ବିଜେପି ସହ ସରକାର ଗଢ଼ିପାରେ ଜେଡିୟୁ ।
/kanak/media/post_attachments/wp-content/uploads/2024/01/5-37.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)