ବୈତରଣୀ ଓ ବ୍ରାହ୍ମଣୀରେ ବଢୁଛି ନଦୀର ଜଳସ୍ତର ; ଆଖୁଆପଦାଠାରେ ରହିଛି କଡା ନଜର, ଦୁର୍ବଳ ନଦୀବନ୍ଧକୁ ନେଇ ଭୟ

Advertisment
ବୈତରଣୀ ଓ ବ୍ରାହ୍ମଣୀରେ ବଢୁଛି ନଦୀର ଜଳସ୍ତର ; ଆଖୁଆପଦାଠାରେ ରହିଛି କଡା ନଜର, ଦୁର୍ବଳ ନଦୀବନ୍ଧକୁ ନେଇ ଭୟ

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢୁଛି । ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର ବଢୁଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ତେବେ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ତଳେ ରହିଛି । ଅନ୍ୟପଟେ ବ୍ରାହ୍ମଣୀ ନଦୀ ମଧ୍ୟ ଫୁଲିବାରେ ଲାଗିଛି । ବରୀ ମାଟିଆପଡ଼ା ନିକଟରେ ନଦୀବନ୍ଧ ଦୁର୍ବଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe