ହୀରାକୁଦରେ ଜଳସ୍ତର ୬୨୬. ୮୭ ଫୁଟ, ୪୦ ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ।

Advertisment
ହୀରାକୁଦରେ ଜଳସ୍ତର ୬୨୬. ୮୭ ଫୁଟ, ୪୦ ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ।

କନକ ବ୍ୟୁରୋ:  ହୀରାକୁଦର ଜଳସ୍ତର ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୬. ୮୭ ଫୁଟ ରହିଛି । ଜଳଭଣ୍ଡାରକୁ ୬ ଲକ୍ଷ ୩୬ ହଜାର ୬୦୨ କ୍ୟୁସେକ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୬ ଲକ୍ଷ ୭୪ ହଜାର ୭୨୨ କ୍ୟୁସେକ ଜଳ ।  ୪୦ଟି ଗେଟ ଦେଇ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ ହେଉଛି । ଖଇରମାଳରେ ୮ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳୀରେ ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe