କନକ ବ୍ୟୁରୋ : ଆକାଶ ମାର୍ଗରୁ କଏଦ ହେଲା ମାଓବାଦୀ ଓ ଗ୍ରାମାବାସୀଙ୍କ ଗତିବିଧି । ଗ୍ରାମବାସୀମାନେ ମାଓବାଦୀଙ୍କ ସହ ମିଶି ରାସ୍ତା କାଟିବାକୁ ବାହାରି ପଡିଛନ୍ତି । ସୁରକ୍ଷା ବାହିନୀର ଡ୍ରୋନ୍ କ୍ୟାମେରାରେ ସେହି ସମୟର ଏହି ଦୃଶ୍ୟ କଏଦ ହୋଇଛି । ଏହା ହେଉଛି ମାଲକାନଗିିରି ସୀମାବର୍ତ ଛତିଶଗଡ ସୁକୁମା ଜିଲ୍ଲାର ଦୃଶ୍ୟ ।/kanak/media/post_attachments/wp-content/uploads/2020/09/vlcsnap-2020-09-14-11h45m00s146-300x165.png)
କିଷ୍ଟାରାମ ଥାନା ଅନ୍ତର୍ଗତ ପାଲୋଡି ଗାଁର ଗ୍ରାମବାସୀମାନେ ମାଓବାଦୀଙ୍କ ସହ ମିଶି ରାସ୍ତା କାଟୁଥିବା ସମୟରେ ଏହି ଚିତ୍ର ଉତୋଳନ କରାଯାଇଥିବା ସୁରକ୍ଷା କର୍ମୀମାନେ ଦାବି କରିଛନ୍ତି । ଏହି ଦୃଶ୍ୟ ସତ୍ୟ ହୋଇଥିଲେ ଲାଲଗଡରେ କେମିତି ଏବେ ବି ଲାଲବାହିନୀଙ୍କ ଇଶାରାରେ ଗ୍ରାମବାସୀମାନେ ପରିଚାଳିତ ହେଉଛନ୍ତି । ତାହା ଏହି ଚିତ୍ର ହିଁ ବୟାନ କରୁଛି ।/kanak/media/post_attachments/wp-content/uploads/2020/09/vlcsnap-2020-09-14-11h44m53s58-300x165.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/22-13.jpg)