କନକ ବ୍ୟୁରୋ: ସମ୍ବଲପୁର ଶାସନ କେନାଲରେ ଅଘଟଣ । କେନାଲକୁ ଖସିଲା ବରଯାତ୍ରୀ ଗାଡି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଦୁର୍ଘଟଣାରେ ବର୍ତ୍ତମାନ ଜଣେ ନିଖୋଜ, ୨ ଆହତ ହୋଇଛନ୍ତି । ବିଳମ୍ବିତ ରାତି ୨ଟାରେ ଏହି ଦୁର୍ଘଟଣା ଘଟିଛି । ଝାରସୁଗୁଡା ବରଧରା ଗାଁରୁ ସମ୍ବଲପୁର ପରମାଣପୁର ଆସୁଥିଲେ ବରଯାତ୍ରୀ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us