କନକ ବ୍ୟୁରୋ: ସମ୍ବଲପୁର ଶାସନ କେନାଲରେ ଅଘଟଣ । କେନାଲକୁ ଖସିଲା ବରଯାତ୍ରୀ ଗାଡି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଦୁର୍ଘଟଣାରେ ବର୍ତ୍ତମାନ ଜଣେ ନିଖୋଜ, ୨ ଆହତ ହୋଇଛନ୍ତି । ବିଳମ୍ବିତ ରାତି ୨ଟାରେ ଏହି ଦୁର୍ଘଟଣା ଘଟିଛି । ଝାରସୁଗୁଡା ବରଧରା ଗାଁରୁ ସମ୍ବଲପୁର ପରମାଣପୁର ଆସୁଥିଲେ ବରଯାତ୍ରୀ ।
ଭାରସାମ୍ୟ ହରାଇ ଶାସନ କେନାଲ ଭିତରେ ପଶିଗଲା ଗାଡି। ସମ୍ବଲପୁରରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ।
/kanak/media/post_attachments/wp-content/uploads/2023/03/vlcsnap-2023-03-31-07h24m40s340.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)