ବିବାହ ଭୋଜିକୁ ଆସି ଫେରୁଥିବାବେଳେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ । ୨୫ରୁ  ଅଧିକ ଆହତ, ୧୦ ଗୁରୁତର

Advertisment
ବିବାହ ଭୋଜିକୁ ଆସି ଫେରୁଥିବାବେଳେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ । ୨୫ରୁ  ଅଧିକ ଆହତ, ୧୦ ଗୁରୁତର

କନକ ବ୍ୟୁରୋ: ପାପଡାହାଣ୍ଡି ନିକଟ ଝିଟୁକୁଗୁଡା ଠାରେ ଓଲଟିଲା ପିକଅପ ଭ୍ୟାନ ।  ଭାରସାମ୍ୟ ହରାଇ  ଗାଡି ଓଲଟିଯିବା ଫଳରେ ୨୫ରୁ ଅଧିକ ଆହତ ହୋଇଥିବାବେଳେ ୧୦ ଜଣ ଗୁରୁତର ଅଛନ୍ତି । ଗାଡିରେ ୪୦ରୁ ଅଧିକ ଲୋକ ଥିଲେ । ସମସ୍ତେ ବିବାହ ଭୋଜି ଖାଇ ସେମାନେ ଘରକୁ ଫେରୁଥିଲେ । ସମସ୍ତେ କୋଶାମୁଗୁଡା ବ୍ଲକ ପଣ୍ଡୁଗୁଡାରୁ  ପାପଡାହାଣ୍ଡି ବ୍ଲକ ତୁମ୍ବୁର୍ଲା ଗାଁ ଆସିଥିଲେ ଆଉ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe