କନକ ବ୍ୟୁରୋ : ଓଡିଶାକୁ ସିଧା ସଳଖ ଆସିବ କୋଭିଡ ଟିକା । ଓଡିଶା ସମେତ ୧୯ ରାଜ୍ୟକୁ ଔଷଧ ନିର୍ମାତା କଂପାନୀ ଠାରୁ ସିଧା ସଳକ ଟିକା ଆସିବ । ଏନେଇ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ସରକାର । ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଝାରଖଣ୍ଡ, ଓଡିଶା ସହ ୧୯ଟି ରାଜ୍ୟକୁ ସିଧା ସଳଖ ଟିକା ମିଳିବ ।
ଦେଶରେ ଅନ୍ୟ ରାଜ୍ୟଗୁଡିକ ଗଭମେଂଟ ମେଡିସିନ ଷ୍ଟୋର ଡିପୋରୁ ଟିକା ପାଇବେ । ତେଣୁ ସମସ୍ତ ରାଜ୍ୟ ଟିକା ମହଜୁଦ ରଖିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କୋଭିଡ ଟିକାକରଣ ସମୟରେ ଯେପରି କୌଣସି ତ୍ରୁଟି ନହୁଏ ସେଇଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟ ସୁସମନ୍ୱୟକୁ ଗୁରୁତ୍ୱ ଦିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/41-1.jpg)