କରୋନା ପାଇଁ ଯାତ୍ରା ମଂଚ କାର୍ଯ୍ୟକ୍ରମ ବନ୍ଦ : ବଂଚିବା ପାଇଁ ସଂଘର୍ଷ କରୁଛନ୍ତି କଳାକାର; ବିପଦରେ ଯାତ୍ରା କଳାକାରଙ୍କ ଜୀବିକା 

କରୋନା ପାଇଁ ଯାତ୍ରା ମଂଚ କାର୍ଯ୍ୟକ୍ରମ ବନ୍ଦ : ବଂଚିବା ପାଇଁ ସଂଘର୍ଷ କରୁଛନ୍ତି କଳାକାର; ବିପଦରେ ଯାତ୍ରା କଳାକାରଙ୍କ ଜୀବିକା 

କନକ ବ୍ୟୁରୋ : କରୋନା ମାଡର ପ୍ରଭାବ ସବୁଲୋକଙ୍କ ଉପରେ ପଡିଛି । କରୋନା କଟକଣା ଯୋଗୁଁ  କଳାକାରଙ୍କ ଜୀବିକା ଏହାଦ୍ୱାରା ବେଶ ପ୍ରଭାବିତ ହୋଇଛି ।  ଯାତ୍ରା ଜଗତ ଓ ଯାତ୍ରା କଳାକାର  ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଯାତ୍ରାକୁ ଅନୁମତି ଦେବାକୁ ଦାବି କରି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ କଳାକାରମାନେ ଧାରଣା ଦେଇଛନ୍ତି । ଖୁବଶୀଘ୍ର ଯାତ୍ରାକୁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି । ଧାରଣାରେ ଯାତ୍ରାଜଗତର କଳାକାର ଯୋଗଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe