କନକ ବ୍ୟୁରୋ : ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ । ପୁରୀର ମାଳତୀପାଟପୁର ଷ୍ଟେସନ ନିକଟରେ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଟ୍ରେନ ଖୋର୍ଦ୍ଧା ଷ୍ଟେସନରୁ ଆସୁଥିବାବେଳେ ଏହି ଦ୍ରୁ୍ର୍ଘଟଣା ଘଟିଛି । ଟ୍ରେନରେ କୌଣସି ଯାତ୍ରୀ ନଥିଲେ । ବଗିରେ ଏମଟି ରାକ୍ ଆସୁଥିଲା । ଟ୍ରାକରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।
ପୁରୀର ଚନ୍ଦନପୁର-ତୁଳସୀପୁର ମଝିରେ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ : ଖାଲି ବଗିରେ ଆସୁଥିଲା ଏମଟି ରାକ; ଟ୍ରେନରେ ନଥିଲେ କୌଣସି ଯାତ୍ରୀ
/kanak/media/post_attachments/wp-content/uploads/2020/10/17-21.jpg)