କନକ ବ୍ୟୁରୋ : ବଦଳିଲା କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପ୍ରବେଶ ତୋରଣର ଲେଖା । ତୋରଣରେ ଥିଲା ପ୍ଲମ୍ବିଂ ସହର ପଟ୍ଟାମୁଣ୍ଡାଇ । ଏବେ ତୋରଣରେ ଲେଖା ହେଲା ଆମ ସହର ପଟ୍ଟାମୁଣ୍ଡାଇ । ତୋରଣର ଲେଖା ବଦଳାଇଲା ପଟ୍ଟମୁଣ୍ଡାଇ ପୌରପାଳିକା । ତୋରଣରେ ପ୍ଲମ୍ବିଂ ସହର ଲେଖାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବଦଳିଲା ତୋରଣ ।
ପଟ୍ଟାମୁଣ୍ଡାଇ ପ୍ରବେଶ ତୋରଣର ଲେଖା ବଦଳିଲା । ଥିଲା ପ୍ଲମ୍ବିଂ ସହର ହେଲା ଆମ ସହର ପଟ୍ଟାମୁଣ୍ଡାଇ ।
/kanak/media/post_attachments/wp-content/uploads/2021/02/vlcsnap-2021-02-14-21h51m30s305-0-00-00-00.jpg)