ତାତି କମୁଛି, ଥଣ୍ଡା ବଢୁଛି : ୨୪ ଘଂଟା ମଧ୍ୟରେ ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ; ଲାଗାତାର ଦ୍ୱିତୀୟ ଦିନ ଲାଗି ସୋନପୁର ସବୁଠୁ ଥଣ୍ଡା ସହର

Advertisment
୧୫ ଡିଗ୍ରି ତଳେ ରାଜ୍ୟର ୯ ସହର ତାପମାତ୍ରା: ମେଘୁଆ ପାଗକୁ ବହିବ କାଲୁଆ ପବନ; ଆଜି କିଛି ସ୍ଥାନରେ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ରାଜ୍ୟରେ ବଢୁଛି ଥଣ୍ଡା । ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀରୁ କମ ରହିଛି । ୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତାଠାରୁ କମ ରହିଛି । ଲାଗାତାର ଦ୍ୱିତୀୟ ଦିନ ଲାଗି ସୋନପୁର ପାଲଟିଛି ଥଣ୍ଡା ସହର । ସୋନପୁର ଓ ଦାରିଙ୍ଗିବାଡିରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ୧୦ ଡିଗ୍ରୀ, ଅନୁଗୁଳ , କୋରାପୁଟ, ଭାବନୀପାଟଣା, ଝାରୁସୁଗୁଡା, ତାଳଚେର, ବଲାଙ୍ଗିର, କେନ୍ଦୁଝର ଓ ମାଲକାନଗିରିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଭୁବନେଶ୍ୱର ଓ କଟକର ତାପମାତ୍ରା ବି କମିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe