ରାଜଧାନୀ ଇଣ୍ଡିଆନ ଅଏଲ ବିସ୍ଫୋରଣ ପ୍ରସଙ୍ଗ : ଟାଙ୍କି ଖାଲି କରାଯିବାକୁ ଦିଆଯାଉଛି ପ୍ରାଥମିକତା : ସିପି

ରାଜଧାନୀ ଇଣ୍ଡିଆନ ଅଏଲ ବିସ୍ଫୋରଣ ପ୍ରସଙ୍ଗ : ଟାଙ୍କି ଖାଲି କରାଯିବାକୁ ଦିଆଯାଉଛି ପ୍ରାଥମିକତା : ସିପି

କନକ ବ୍ୟୁରୋ : ଟାଙ୍କି ଖାଲି କରାଯିବା ପ୍ରାଥମିକତା । ନିଆଁ ଲାଗିଥିବା ଟାଙ୍କିରେ ଆଉ କିଛି ଗ୍ୟାସ ରହିଯାଇଥିବା ଆଶଙ୍କା ରହିଛି । ତେବେ ଏହାର ଅଗ୍ନିଶମ ବିଭାଗ ଯାଂଚ କରୁଛି ।

ଅନ୍ୟ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ଖାଲି କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅନ୍ୟ  ବିସ୍ପୋରଣ ଏଡାଇବାକୁ ଅନ୍ୟ ଟାଙ୍କିରୁ ତେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ପୋଲିସ କମିଶନର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe