କନକ ବ୍ୟୁରୋ : ଟାଙ୍କି ଖାଲି କରାଯିବା ପ୍ରାଥମିକତା । ନିଆଁ ଲାଗିଥିବା ଟାଙ୍କିରେ ଆଉ କିଛି ଗ୍ୟାସ ରହିଯାଇଥିବା ଆଶଙ୍କା ରହିଛି । ତେବେ ଏହାର ଅଗ୍ନିଶମ ବିଭାଗ ଯାଂଚ କରୁଛି ।
ଅନ୍ୟ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ଖାଲି କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅନ୍ୟ ବିସ୍ପୋରଣ ଏଡାଇବାକୁ ଅନ୍ୟ ଟାଙ୍କିରୁ ତେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ପୋଲିସ କମିଶନର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/40-2.jpg)