ସାମ୍ନାକୁ ଆସିଲା ଅନୁଭବଙ୍କ ବରବେଶ ପଛର କାହାଣୀ। ଫିଲ୍ମର ସୁଟିଂ ଚାଲିଥିବା ବେଳେ ବର ବେଶରେ ସଜେଇ ହୋଇଥିଲେ ଅନୁଭବ। 

ସାମ୍ନାକୁ ଆସିଲା ଅନୁଭବଙ୍କ ବରବେଶ ପଛର କାହାଣୀ। ଫିଲ୍ମର ସୁଟିଂ ଚାଲିଥିବା ବେଳେ ବର ବେଶରେ ସଜେଇ ହୋଇଥିଲେ ଅନୁଭବ। 

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଅନୁଭବଙ୍କ ବରବେଶ ପଛର ସତ । ଅନୁଭବଙ୍କ ଆଗାମୀ ଫିଲ୍ମ ପାଇଁ ଚାଲିଥିବା ସୁଟିଂ ବେଳେ ବରବେଶରେ ନଜର ଅସିଛନ୍ତି ଅନୁଭବ ମହାନ୍ତି । ସୂଚନା ଅନୁସାରେ ବାରିପଦାର ଏକ ମଣ୍ଡପରେ ଫିଲ୍ମ ସୁଟିଂ ଚାଲିଥିଲା । ଏହି ଫିଲ୍ମ ପାଇଁ ଆବଶ୍ୟକ ଥିବା ଏକ ବିବାହର ଦୃଶ୍ୟ  ମଣ୍ଡପରେ ସୁଟିଂ ହୋଇଥିଲା ।  ଏହି ସମୟରେ ଫିଲ୍ମର ଅଭିନେତା, ଅଭିନେତ୍ରୀ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ତେବେ ଅନୁଭବଙ୍କ ଏହି ବରବେଶ ଫଟୋ ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe