କନକ ବ୍ୟୁରୋ: ସାମ୍ନାକୁ ଆସିଛି ଅନୁଭବଙ୍କ ବରବେଶ ପଛର ସତ । ଅନୁଭବଙ୍କ ଆଗାମୀ ଫିଲ୍ମ ପାଇଁ ଚାଲିଥିବା ସୁଟିଂ ବେଳେ ବରବେଶରେ ନଜର ଅସିଛନ୍ତି ଅନୁଭବ ମହାନ୍ତି । ସୂଚନା ଅନୁସାରେ ବାରିପଦାର ଏକ ମଣ୍ଡପରେ ଫିଲ୍ମ ସୁଟିଂ ଚାଲିଥିଲା । ଏହି ଫିଲ୍ମ ପାଇଁ ଆବଶ୍ୟକ ଥିବା ଏକ ବିବାହର ଦୃଶ୍ୟ ମଣ୍ଡପରେ ସୁଟିଂ ହୋଇଥିଲା । ଏହି ସମୟରେ ଫିଲ୍ମର ଅଭିନେତା, ଅଭିନେତ୍ରୀ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ତେବେ ଅନୁଭବଙ୍କ ଏହି ବରବେଶ ଫଟୋ ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।
ସାମ୍ନାକୁ ଆସିଲା ଅନୁଭବଙ୍କ ବରବେଶ ପଛର କାହାଣୀ। ଫିଲ୍ମର ସୁଟିଂ ଚାଲିଥିବା ବେଳେ ବର ବେଶରେ ସଜେଇ ହୋଇଥିଲେ ଅନୁଭବ।
/kanak/media/post_attachments/wp-content/uploads/2022/12/59-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)