କନକ ବ୍ୟୁରୋ: ଲଗାତାର ତୃତୀୟ ଦିନ ପାଇଁ ରେଡ୍ ମାର୍କରେ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର ।ବିଶ୍ୱ ବଜାରରେ ମାନ୍ଦାବସ୍ଥା କାରଣରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି । ମଙ୍ଗଳବାର ଉଭୟ ସେନସେକ୍ସ ଓ ନିଫ୍ଟି ଲାଲ ସଂକେତରେ ବନ୍ଦ ହୋଇଛି ।କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଂଜର ସେନସେକ୍ସ ୮୪୪ ଅଙ୍କ ହ୍ରାସ ପାଇଛି ।ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଂଜର ନିଫଟି ୨୫୮ ଅଙ୍କ ହ୍ରାସ ପାଇ ୧୬ହଜାର ୯୮୪ ପଏଂଟରେ ବନ୍ଦ ହୋଇଛି । କେବଳ ଭାରତରେ ନୁହେଁ ଜାପାନ, ଦକ୍ଷିଶ କୋରିଆ ଓ ଚୀନରେ ମଧ୍ୟ ସେୟାରମାର୍କେଟ ହ୍ରାସ ପାଇଛି ।
ଭାରତୀୟ ବଜାର ଉପରେ ପଡୁଛି ବିଶ୍ୱ ବଜାର ମାନ୍ଦାବସ୍ଥାର ପ୍ରଭାବ: ଲଗାତାର ୩ୟ ଦିନ ପାଇଁ ଖସିଲା ସେୟାରମାର୍କେଟ
/kanak/media/post_attachments/wp-content/uploads/2022/10/bse-sensex-today-live-nifty-stock-market-updates-13-may-2022.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)