କନକ ବ୍ୟୁରୋ: ଆଜି କ୍ୟାବିନେଟ ମିଟିଂ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ରାଜ୍ୟ ସରକାର ବଜେଟ୍ ଆଗତ କରିବା ପୂର୍ବରୁ ଏହି ବୈଠକ ବସୁଛି । ତେଣୁ ଅନେକ ପ୍ରସଙ୍ଗ ଉପରେ କ୍ୟାବିନେଟ୍ ମୋହର ବାଜିପାରେ । ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେବା ପରେ ପ୍ରଥମ ଦିନରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିର ଚାରିଦ୍ୱାର, ଚାଷୀଙ୍କ ଏମଏସପି ଆଦି ପ୍ରସଙ୍ଗରେ କ୍ୟାବିନେଟ୍ ବୈଠକ ବସିଥିଲା ।
ଆଜି ବସୁଛି ରାଜ୍ୟ କ୍ୟାବିନେଟ; ନୂଆ ସରକାରର ଦ୍ୱିତୀୟ କ୍ୟାବିନେଟ୍ ବୈଠକ ଉପରେ ନଜର । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର ।
/kanak/media/post_attachments/wp-content/uploads/2024/07/rrrr.jpg)