କନକ ବ୍ୟୁରୋ: ପୁଅ ଚୋରି କଲା ଆଉ ବାପା ଟଙ୍କା ଫେରାଇଲେ । ଗତ କିଛି ଦିନ ହେବ ଜଣେ ନକଲି ଡାକ୍ତରର ପରିଚୟ ଦେଇ ବିଭିନ୍ନ ଦୋକାନ ମାନଙ୍କରେ ଲକ୍ଷାଧିକ ଟଙ୍କା ଜିନିଷ ଲୁଟ କରିଥିଲା । ତେବେ ଏନେଇ ଥାନାରେ ରିପୋର୍ଟ ହେବା ପରେ ବୃଦ୍ଧ ବାପା ଦୋକାନକୁ ଦୋକାନ ବୁଲି ବୁଲି କୋର୍ଟ ପେପରର ଏଗ୍ରିମେଂଟ କରି ଟଙ୍କା ଫେରାଉଥିବାର ଖବର ସାମ୍ନାକୁ ଆସିଛି ।
ପୁଅ ଚୋରି କଲା, ବାପା ଫେରାଇଲେ ଟଙ୍କା: ଭୁବନେଶ୍ୱରରେ ଦୋକାନ ଦୋକାନ ବୁଲି ଚୋରି ଟଙ୍କା ଫେରାଉଛନ୍ତି ଟଙ୍କା
/kanak/media/post_attachments/wp-content/uploads/2023/05/26-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)