ସାମ୍ନାକୁ ଆସିଲା ଯାଜପୁର ବୁଥ ରିଗିଂର ଘଟଣା: ଦଶରଥପୁର ବ୍ଲକ କନିକାପଡା ପଂଚାୟତର ୭ ଓ ୮ନମ୍ବର ବୁଥ ଜବରଦଖଲ 

Advertisment
ସାମ୍ନାକୁ ଆସିଲା ଯାଜପୁର ବୁଥ ରିଗିଂର ଘଟଣା: ଦଶରଥପୁର ବ୍ଲକ କନିକାପଡା ପଂଚାୟତର ୭ ଓ ୮ନମ୍ବର ବୁଥ ଜବରଦଖଲ 

କନକ ବ୍ୟୁରୋ: ଯାଜପୁରରେ ବୁଥ ରିଗିଙ୍ଗର ଦୃଶ୍ୟ ସାମ୍ନାକୁ ଆସିଛି । ଯାଜପୁର ଦଶରଥପୁର ବ୍ଲକ କନିକାପଡା ପଂଚାୟତ ୮ନମ୍ବର ବୁଥରେ ରିଗିଙ୍ଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଜଣେ ସରପଂଚଙ୍କ ସମର୍ଥକ ଉକ୍ତ ପଂଚାୟତର ୨ ଓ ୩ ନମ୍ବର ବୁଥରେ ଗଣ୍ଡଗୋଳ କରିଥିଲେ । ପୋଲିସ ସେଠାକୁ ଯିବାରୁ ସେମାନେ ୭ ଓ ୮ନମ୍ବର ବୁଥରେ ଜୋର ଜବରଦସ୍ତ ଭୋଟ ଦେଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe