କନକ ବ୍ୟୁରୋ: ଯାଜପୁରରେ ବୁଥ ରିଗିଙ୍ଗର ଦୃଶ୍ୟ ସାମ୍ନାକୁ ଆସିଛି । ଯାଜପୁର ଦଶରଥପୁର ବ୍ଲକ କନିକାପଡା ପଂଚାୟତ ୮ନମ୍ବର ବୁଥରେ ରିଗିଙ୍ଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଜଣେ ସରପଂଚଙ୍କ ସମର୍ଥକ ଉକ୍ତ ପଂଚାୟତର ୨ ଓ ୩ ନମ୍ବର ବୁଥରେ ଗଣ୍ଡଗୋଳ କରିଥିଲେ । ପୋଲିସ ସେଠାକୁ ଯିବାରୁ ସେମାନେ ୭ ଓ ୮ନମ୍ବର ବୁଥରେ ଜୋର ଜବରଦସ୍ତ ଭୋଟ ଦେଇଥିବା ଜଣାପଡିଛି ।
ସାମ୍ନାକୁ ଆସିଲା ଯାଜପୁର ବୁଥ ରିଗିଂର ଘଟଣା: ଦଶରଥପୁର ବ୍ଲକ କନିକାପଡା ପଂଚାୟତର ୭ ଓ ୮ନମ୍ବର ବୁଥ ଜବରଦଖଲ
/kanak/media/post_attachments/wp-content/uploads/2022/02/1-27.jpg)