କନକ ବ୍ୟୁରୋ: ବନ୍ଧୁକ ଦେଖାଇ ୮ଲକ୍ଷ ଲୁଟ୍ । ମୟୁରଭଂଜ ମୋରଣ୍ଡାରୁ ଏସବିଆଇ ଏଟିଏମ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ୪ ଜଣ ଜଗୁଆଳୀଙ୍କୁ ଧମକ ଚମକ ଦେବା ସହିତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟପାଟ କରିନେଇଛନ୍ତି ଲୁଟେରା ମାନେ । ଲୁଟେରା ଟଙ୍କା ନେଇ ଫେରାର ହେବା ସମୟ;ର ଏକ ବାଇକ ନେଇ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ସାଇଂଟଫିକ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଲୁଟେରା ମାନେ ଝାଡଖଣ୍ଡ ଅଂଚଳର ବୋଲି ସନ୍ଦେହ କରାଯାଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us