କନକ ବ୍ୟୁରୋ: ବନ୍ଧୁକ ଦେଖାଇ ୮ଲକ୍ଷ ଲୁଟ୍ । ମୟୁରଭଂଜ ମୋରଣ୍ଡାରୁ ଏସବିଆଇ ଏଟିଏମ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ୪ ଜଣ ଜଗୁଆଳୀଙ୍କୁ ଧମକ ଚମକ ଦେବା ସହିତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟପାଟ କରିନେଇଛନ୍ତି ଲୁଟେରା ମାନେ । ଲୁଟେରା ଟଙ୍କା ନେଇ ଫେରାର ହେବା ସମୟ;ର ଏକ ବାଇକ ନେଇ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ସାଇଂଟଫିକ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଲୁଟେରା ମାନେ ଝାଡଖଣ୍ଡ ଅଂଚଳର ବୋଲି ସନ୍ଦେହ କରାଯାଉଛି ।
ଏସବିଆଇ ଏଟିଏମ କାଉଣ୍ଟରରୁ ୮ଲକ୍ଷ ଟଙ୍କା ସହ ବାଇକ୍ ନେଇ ଫେରାର ଦୁର୍ବୃତ୍ତ। ସାଇଣ୍ଟିଫିକ ଟିମ୍ ପହଞ୍ଚିି କରୁଛି ତଦନ୍ତ।
/kanak/media/post_attachments/wp-content/uploads/2022/12/21-19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)